ଶେଷ ଭୋଜନ Ṡesha bhojana

  • ସଂ.ବି — ଗୃହକୁ ନିମନ୍ତ୍ରିତ ବ୍ଯକ୍ତିମାନଙ୍କୁ ଭୋଜନ କରାଇ ଶେଷରେ ଖାଇବା (ବିଶ୍ୱକୋଷ) — Taking one's meal after feeding all the guests
  • ସଂ.ବି — ପାତ୍ରାବଶେଷର ଭୋଜନ (ବିଶ୍ୱ କୋଷ); ଅନ୍ଯ ସମସ୍ତେ ଖାଇସାରିଲା ପରେ ହାଣ୍ଡିରେ ଯାହା ବଳିଥାଏ ତାହା ଖାଇବା — Partaking of what remains in the cooking pot after all others have been fed