ଶେଷ କରିବା Ṡesha karibā
- ଦେ. କ୍ରି — ସମାପ୍ତ କରିବା — To finish
- ଦେ. କ୍ରି — ବିନଷ୍ଟ କରିବା; ଧ୍ୱଂସକରିବା — To destory; to ruin
- ଦେ. କ୍ରି — (ସମୟ) ବିତାଇବା; କାଟିବା — To pass one's time
- ଦେ. କ୍ରି — [ଅର୍ଜୁନ ବିନା ବନେ ପାଞ୍ଚୋଟି ବରଷ, ଭାଇଙ୍କ ତୁଲେ ଯୁଧିଷ୍ଠିର କଲେ ଶେଷ—କୃଷ୍ଣସିଂହ, ମହାଭାରତ।]