ଶେଯ Ṡej̄a

  • ଦେ. ବି (ସଂ. ଶଯ୍ୟା) — ଶଯ୍ୟା — Bad
  • ଦେ. ବି (ସଂ. ଶଯ୍ୟା) — [ଉ— ରତନର ସମ୍ବନ୍ଧୀ ଶେଜରେ ସୁପାତି—କୃଷ୍ଣସିଂହ, ମହାଭାରତ]
  • ଦେ. ବି (ସଂ. ଶଯ୍ୟା) — ଲେପ; ତୁଳାପର୍ଣ୍ଣ ବିଛଣା ମୋଟା ରେଜେଇ — A cushioned bed; a thick quilt
  • ବୈଦେ. ବି — (ଇଂ ସେଡ୍) କାଚର ପ୍ରଦୀପ — Candle lamp; glass lamp; with a shade