ଶେବାଧି Ṡebādhi

  • ସଂ. ବି—(ଶେବ=ସୁଖ+ଧା ଧାତୁ+କର୍ତ୍ତୃ, ଇ) — ନିଧି; ରତ୍ନ — Gem
  • ସଂ. ବି—(ଶେବ=ସୁଖ+ଧା ଧାତୁ+କର୍ତ୍ତୃ, ଇ) — କୁବେରଙ୍କ ନିଧି — The gems of Kubera