ଶେଫାଳୀ Ṡphāḻī
- ସଂ. ବି — [ଶୀ ଧାତୁ=ଶୟନ କରିବା+ ଅଧିକରଣ ଫ=ଶେଫ ଅଳି;+ଈ] ଏହା ରାତିରେ ଫୁଟିବାରୁ ଏଥିରେ ଅଳିମାନେ ଶୟନ କରନ୍ତି; କିମ୍ବା ଶୀ ଧାତୁ=ଶୟନ କରିବା+ଫଳ+ଇ;+ଈ ଏହା ଶୋଇବା ବେଳେ ଫୁଟେ, ଅର୍ଥାତ୍ ଜଗତ ଶୋଇବା ବେଳେ ରାତିରେ ଫୁଟେ ବୋଲି।]
- ସଂ. ବି — 1 ଗଙ୍ଗଶିଉଳି ଗଛ ଓ ଫୁଲ; ଶିଙ୍ଗଡ଼ାହାର — 1ଗଙ୍ଗଶିଉଳି ଗଛ ଓ ଫୁଲ; ଶିଙ୍ଗଡ଼ାହାର—Nyctanthes Arbortristes
- ସଂ. ବି — ଶୃଙ୍ଗାରହାର (ଦେଖ) — 1. Ṡṛuṇgāra hāra (See)
- ସଂ. ବି — ନିର୍ଗୁଣ୍ଡୀ; ସିନ୍ଧୁବାର; ବେଗୁନିଆ ଗଛ ଓ ଫୁଲ [ଧଳା ଓ ନେଳି] — Five—leaved chaste tree; Vitex Trifolia