ଶେପ Ṡepa

  • ସଂ. ବି—(ଶୀ ଧାତୁ=ଶୟନ+କର୍ତ୍ତୃ. ପ; ଫ — ଯାହା ରେତଃଯାତନାନ୍ତର ପତିତ ହୁଏ ବା ଶୋଇ ପଡ଼େ, ଶିଶ୍ନ; ଲିଙ୍ଗ — Penis; male organ
  • ବିଣ — ଶୟନକାରୀ; ଶାୟିତ — Sleeping lying prostrate; lying down