ଶେଥିଳେଇବା Ṡa̲i̱thiḻeibā

  • ଦେ. କ୍ରି (ସଂ. ଶୈଥିଲ୍ୟ) — ହୁଗାଳିବା; ହୁଗୁଳାଇବା; ଶ୍ଳଥ କରିବା — To slacken; to loosen
  • ଦେ. କ୍ରି (ସଂ. ଶୈଥିଲ୍ୟ) — କାର୍ଯ୍ୟରେ ବିଳମ୍ବ ବା ତ୍ରୁଟି କରିବା — To neglect work; to work slowly