ଶେତ ସୋରିଷ Ṡeta sorisha
- ଦେ. ବି — ଧଳା ସୋରିଷ — White mustard; Brassica Comprestris; Sinapis Dichotoma
- ଦେ. ବି — [ଦ୍ର— ଏହା ଭାରତର ସର୍ବତ୍ର ଉତ୍ପାଦିତ ହୁଏ ଓ ବାର୍ଷିକ ଶସ୍ୟ ଅଟେ; ଶାଖା ପ୍ରାଶାଖା ହୁଏ ନାହିଁ, କିନ୍ତୁ ଗୁଳ୍ମର ଅଗରେ ଗୋଟିଏ ଦିଓଟି ଶାଖା ବାହାରେ। ଏହାର ଫୁଲ ସୋରିଷ ଫୁଲ ଠାରୁ ବଡ଼ ବଡ଼; ଏଥିର ତେଲ ସର୍ଦ୍ଦି ରୋଗରେ ଔଷଧ ହୁଏ।]