ଶେତ ପାଣ୍ଡୁ Ṡeta pāṇḍu

  • ଦେ. ବି (ସଂ. ଶ୍ୱେତ ଓ ପାଣ୍ଡୁ) — ରକ୍ତହୀନତା ଯୋଗୁଁ ଦେହ ଶେତା ଦେଖାଯିବା ରୋଗ; କାମଳ ରୋଗ — Jaundice; aenimia