ଶେତ ଗୁଲାପ Ṡeta gulāpa

  • ଦେ. ବି (ସଂ. ଶ୍ୱେତ ଓ ଫା. ଗୁଲାବ୍) — ଧଳା ଗୋଲାପ ଫୁଲ — White rose
  • ଦେ. ବି (ସଂ. ଶ୍ୱେତ ଓ ଫା. ଗୁଲାବ୍) — ଧଳା ଶ୍ୱେତପତ୍ରୀ; ସେବତୀ ଫୁଲ — White cabbage rose; Rosa Centiflora