ଶେଜାଇବା Ṡejaibā

  • ଦେ. କ୍ରି — (ସଂ. ଶଯ୍ୟା)—ଶଯ୍ୟାକୁ ବିଛାଇବା — To spread the bedding
  • ଦେ. କ୍ରି — (ସଂ. ସଜ୍ଜା)— ସଜ୍ଜିତ କରିବା; ସଜାଇବା — To furnish; to fit up
  • ଦେ. କ୍ରି — [ଉ—ଖଟ ପଲଙ୍କ ମନ! ଶେଜାଇ ଶୋଉ—ମନବୋଧ ଚଉତିଶା।]