ଶେଜ ସଜେଇବା Ṡeja sajeibā
- ଦେ. କ୍ରି — ଶେଜ ପକାଇବା — To lay the bed
- ଦେ. କ୍ରି — [ଉ—ତୁଳ ତଳପ ଶେଯାଇ, ଦେବାର କୋମଳ ଯାଇ—କବିସୂର୍ଯ୍ୟ, ସଙ୍ଗୀତ।]
- ଦେ. କ୍ରି — ଶଯ୍ଯାକୁ ପୁଷ୍ପାଦିରେ ସଜ୍ଜିତ କରିବା — To decorate or furnish the bed with flowers
- ଦେ. କ୍ରି — [ଉ—ମାଘରେ ମାଧୋଇ ଆସିବେ ବୋଲି, ଶେଜ ଶେଜାଇଲି ପାଖୁଡ଼ା ମଲ୍ଲି, ମୋ କାହ୍ନୁ ରେ—ବାରମାସୀ ଗୀତ।]