ଶୃତ କଷାୟ Ṡṛuta kashāya

  • ସଂ. ବି (ବୈଦ୍ଯକ) — କ୍ୱାଥ — Decoction
  • ସଂ. ବି (ବୈଦ୍ଯକ) — [ଦ୍ର—କୌଣସି ଦ୍ରବ୍ୟକୁ କୁଟି, ତହିଁରେ 16 ଗୁଣ ଜଳଦେଇ ମୃଦୁ ଅଗ୍ନିରେ ତାହାକୁ ସିଝାଇ 4 ଗୁଣ ଜଳ ବାକି ଥିବା ଅବସ୍ଥାରେ ଓହ୍ଲାଇ ତାକୁ ଛାଣିଲେ ଶୃତ- କଷାୟ ହୁଏ।] — [ଦ୍ର—କୌଣସି ଦ୍ରବ୍ୟକୁ କୁଟି, ତହିଁରେ16ଗୁଣ ଜଳଦେଇ ମୃଦୁ ଅଗ୍ନିରେ ତାହାକୁ ସିଝାଇ4ଗୁଣ ଜଳ ବାକି ଥିବା ଅବସ୍ଥାରେ ଓହ୍ଲାଇ ତାକୁ ଛାଣିଲେ ଶୃତ- କଷାୟ ହୁଏ]