ଶୃଙ୍ଗେରି Ṡṛuṅgeri

  • ଦେ ବି (ସଂ. ଶୃଙ୍ଗଗିରି) — ଦାକ୍ଷିଣାତ୍ୟର ମହୀଶୂର ରାଜ୍ୟର କାଦୁର ଜିଲ୍ଲାର ଅନ୍ତର୍ଗତ ଗୋଟିଏ ଗ୍ରାମ — Name of a village in Mysore
  • ଦେ ବି (ସଂ. ଶୃଙ୍ଗଗିରି) — [ଦ୍ର—ଏହା ତୁଙ୍ଗାନଦୀତୀରରେ ଅବସ୍ଥିତ—ବିଶ୍ୱକୋଷ।]