ଶୃଙ୍ଗେରି ମଠ Ṡṛuṅgeri maṭha

  • ଦେ. ବି — ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ 4 ଟି ମଠ ମଧ୍ୟରୁ ଶୃଙ୍ଗେରିଠାରେ ପ୍ରତିଷ୍ଠିତ ମଠ — ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ପ୍ରତିଷ୍ଠିତ4ଟି ମଠ ମଧ୍ୟରୁ ଶୃଙ୍ଗେରିଠାରେ ପ୍ରତିଷ୍ଠିତ ମଠ—One of the 4 maths in India, the one at Ṡṛuṅgeri established by Ṡaṅkarārj̄ya
  • ଦେ. ବି — [ଦ୍ର—ସ୍ଥାନୀୟ ପ୍ରବାଦ ଅଛି ଯେ, ଶୃଙ୍ଗେରିଠାରେ ଏହି ସ୍ଥାନରେ ବିଭାଣ୍ଡକ ଋଷି ତପସ୍ୟା କରୁଥିଲେ ଓ ଋଷ୍ୟଶୃଙ୍ଗ ଜନ୍ମଗ୍ରହଣ କରିଥିଲେ। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଶଙ୍କରା- ଚାର୍ଯ୍ୟ ଏଠାକୁ ଆସି ମଠ ସ୍ଥାପନ କରିଥିଲେ ଓ କାଶ୍ମୀରଠାରୁ ସରସ୍ୱତୀମର୍ତ୍ତି (ସାରଦା ଆମ୍ମା)ଙ୍କୁ ଆଣି ଏଠାରେ ପ୍ରତିଷ୍ଠା କରିଥିଲେ। ଏ ମଠର ମହନ୍ତମାନେ ଜଗଦ୍ଗୁରୁ ନାମରେ ବିଖ୍ୟାତ। ତୁଙ୍ଗା ନଦୀର ତଟରେ ଏ ମଠର ଅନେକ ଭୂସମ୍ପତ୍ତି ଅଛି। ଏତଦ୍ବ୍ୟତୀତ ମହୀଶୂର ମହାରାଜ ଏ ମଠର ବ୍ଯୟ ନିର୍ବାହାର୍ଥ ମାସିକ ବୃତ୍ତି ଦିଅନ୍ତି। ଏଠାରେ ଅନେକ ଉତ୍ସବ ହୁଏ ଓ ବହୁ ସହସ୍ର ଲୋକଙ୍କୁ ଭୋଜନ ଓ କଙ୍ଗାଳୁଣୀ ସ୍ତ୍ରୀମାନଙ୍କୁ ଜାମା ଓ ଲୁଗା ବଣ୍ଟାଯାଏ—ବିଶ୍ୱକୋଷ।]