ଶୃଙ୍ଗିନୀ Ṡṛuṅginī
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ଜ୍ୟୋତିଷ୍ମତୀ ଲତା — Name of a phosphorescent creeper
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ଗାଭୀ; ଗାଈ — Cow
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ଶ୍ଳେଷ୍ମଘ୍ନୀ ବୃକ୍ଷ — Name of a tree
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ମଲ୍ଲିକା ଗୁଳ୍ମ — Jasmine plant
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ଅତିବିଷା — Aconitum Heterophyllum
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. କକଡ଼ାଶୃଙ୍ଗୀ (ବିଶ୍ୱକୋଷ) — Pistacia Integerimma (tree)
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ଅଅଁଳା (ବିଶ୍ୱକୋଷ) — Embelic myrobalan
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ମଞ୍ଜିଷ୍ଠା (ବିଶ୍ୱକୋଷ) — Indian madder
- ସଂ. ବିଣ (ଶୃଙ୍ଗିନ୍+ଈ)— ଶଙ୍ଗୀର ସ୍ତ୍ରୀଲିଙ୍ଗ ବି. — feminine of Ṡṛūṅgī. ପୂତିକା (ବିଶ୍ୱକୋଷ) — Basella (creeper)