ଶୃଙ୍ଗାର Ṡṛuṅgāra
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ସୁରତ; ରତିକ୍ରିୟା; ରମଣ — Copulation; coition
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — [ଦ୍ର— ସାହିତ୍ୟଦର୍ପଣକାର ଲେଖିଅଛନ୍ତି ଯେ ଶୃଙ୍ଗ=କାମୋଦ୍ରେକ ବା ମନ୍ମଥାଭେଦ+ଆର=ଆଗମ; ଅର୍ଥାତ୍ କାମୋଦ୍ରେକର ଆଗମକୁ ଶୃଙ୍ଗାର ବୋଲାଯାଏ।]
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ଶୃଙ୍ଗାର ରସ; ଆଦି ରସ — The sentiment of love as expressed in fiction; amorous pasions
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — [ଦ୍ର—ରତି ଓ ଅନୁରାଗ ଏଥିର ସ୍ଥାୟୀ ବଭା, ନାୟକ ନାୟିକା ଆଲମ୍ବନ, ଚନ୍ଦ୍ର ଚନ୍ଦନାଦି ଉଦ୍ଦୀପନ, ଭ୍ରୂକ୍ଷେପ— କଟାକ୍ଷାଦି ଅନୁଭାବ। ଏହା ସଂଭୋଗ ଓ ବିପ୍ରଲମ୍ଭ ଭେଦରେ ଦ୍ୱିବିଧ।]
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ଗଜଭୂଷଣ; ହସ୍ତୀର ମସ୍ତକରେ ସିନ୍ଦୂରାଦି ରଞ୍ଜନ ରୂପ ସଜ୍ଜା — The marking or painting of the head of an elephant with vermillion
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ଲବଣ — Salt
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ସିନ୍ଦୂର — Vermillion
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ସୁଗନ୍ଧି ଚୂର୍ଣ୍ଣ — Scented powder
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ବେଶ ବିନ୍ୟାସାର୍ଥ ବ୍ଯବହୃତ ଚୂର୍ଣ୍ଣ — Toilet powder
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ଆର୍ଦ୍ରକ; ଅଦା — Ginger
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ଲବଙ୍ଗ — Cloves;
- ସଂ. ବି—(ଶୃଙ୍ଗ=ପ୍ରାଧାନ୍ୟ; କାମୋଦ୍ରେକ+ଋ ଧାତୁ= ପାଇବା+କର୍ତ୍ତୃ. ଅ) — ନାଟ୍ୟ; ନାଟ୍ୟରସ — The art of dancing