ଶୃଙ୍ଗାରୀ Ṡṛuṅgārī
- ସଂ. ବି (ଶୃଙ୍ଗାର+ଇନ୍, 1 ମା, 1 ବ) — ହସ୍ତୀ; ହାତୀ — Elephant
- ସଂ. ବି (ଶୃଙ୍ଗାର+ଇନ୍, 1 ମା, 1 ବ) — ଗୁଆଗଛ — The betel nut tree; Areca Catechu
- ସଂ. ବି (ଶୃଙ୍ଗାର+ଇନ୍, 1 ମା, 1 ବ) — ମାଣିକ୍ୟ — Ruby
- ସଂ. ବି (ଶୃଙ୍ଗାର+ଇନ୍, 1 ମା, 1 ବ) — ଉତ୍ତମ ବେଶ — Gay or beautiful dress
- ବିଣ. ଶୃଙ୍ଗାର ବିଶିଷ୍ଟ — Lascivious; lustful