ଶୃଙ୍ଗାଟ Ṡṛuṅgāṭa

  • ସଂ. ବି (ଶୃଙ୍ଗ+ଅଟ୍ ଧାତୁ+କର୍ତ୍ତୃ. ଅ) — ଜଳ— କଣ୍ଟକ; ଶିଙ୍ଘଡ଼ା — Water chestnut; Trapa Bispinosa
  • ସଂ. ବି (ଶୃଙ୍ଗ+ଅଟ୍ ଧାତୁ+କର୍ତ୍ତୃ. ଅ) — ଚତୁଷ୍ପଥ; ଚଉରାସ୍ତା; ଦୁଇଟି ରାସ୍ତାର ଛକ — The place where two roads cross
  • ସଂ. ବି (ଶୃଙ୍ଗ+ଅଟ୍ ଧାତୁ+କର୍ତ୍ତୃ. ଅ) — କାମାଖ୍ୟା (ଆସାମ) ଦେଶସ୍ଥ ପର୍ବତ ବିଶେଷ — Name of a mountain in Assam
  • ସଂ. ବି (ଶୃଙ୍ଗ+ଅଟ୍ ଧାତୁ+କର୍ତ୍ତୃ. ଅ) — [ଦ୍ର— କାଳିକା ପୁରାଣରେ ଉକ୍ତ ହୋଇଅଛି ଯେ, ହିମାଳୟରୁ ନିସୃତ ଦୀପ ନାମକ ନଦୀର ପୂର୍ବଦିଗରେ ଏ ପର୍ବତ ଅବସ୍ଥିତ; ଏହି ପର୍ବତରେ ମହାଦେବଙ୍କର ଏକ ଲିଙ୍ଗମୂର୍ତ୍ତି ପ୍ରତିଷ୍ଠିତ; ସିଦ୍ଧ ତ୍ରିସ୍ରୋତାଃ ନାମରେ ଗୋଟିଏ ଦକ୍ଷିଣସାଗରଗାମିନୀ ନଦୀ ଏ ପର୍ବତରୁ ବାହାରି ଅଛି; ଏ ନଦୀରେ ସ୍ନାନ କରି ସାରି ଶୃଙ୍ଗାଟକ ପର୍ବତ ଆରୋହଣ କରି ଚକ୍ରତ୍ୟ ଲିଙ୍ଗଙ୍କ ପୂଜା କଲେ ଶିବଲୋକ ପ୍ରାପ୍ତି ହୁଏ—ବିଶ୍ୱକୋଷ।]