ଶୃଙ୍ଗାଟକ Ṡṛuṅgāṭka
- ସଂ. ବି (ଶୃଙ୍ଗାଟ+କ) — ଚତୁଷ୍ପଥ; ଛକ (ବିଶ୍ୱ— କୋଷ) — Cross road
- ସଂ. ବି (ଶୃଙ୍ଗାଟ+କ) — ସିଂଘଡ଼ା — Water chestnut; Trapa Bispinosa
- ସଂ. ବି (ଶୃଙ୍ଗାଟ+କ) — ଭର୍ଜିତ ପକ୍କ ମାଂସଖଣ୍ଡ ସିଂଘଡ଼ା ଆକାରର ଖାଦ୍ୟ — A kind of Sandwich
- ସଂ. ବି (ଶୃଙ୍ଗାଟ+କ) — ମସ୍ତକ ମଧ୍ୟରେ ନାସିକା, କର୍ଣ୍ଣଦ୍ୱୟ, ଚକ୍ଷୁର୍ଦ୍ୱୟ ଓ ଜିହ୍ୱାର ଶିରାମାନଙ୍କ ସଙ୍ଗମସ୍ଥଳ; ଶରୀରର ମର୍ମସ୍ଥଳ ବିଶେଷ (ବିଶ୍ୱ କୋଷ) — Name of a vital part inside the head
- ସଂ. ବି (ଶୃଙ୍ଗାଟ+କ) — [ଦ୍ର—ଏହି ମର୍ମ ବିଦ୍ଧ ହେଲେ ତତ୍କ୍ଷଣାତ୍ ମୃତ୍ୟୁ ଘଟେ—(ବିଶ୍ୱକୋଷ)।]
- ସଂ. ବି (ଶୃଙ୍ଗାଟ+କ) — ଗୋକ୍ଷୁର (ବିଶ୍ୱକୋଷ) — Tygophillae; Tribulus Terestris