ଶୃଙ୍ଗବେର Ṡṛuṅgabera

  • ସଂ. ବି (ଶୃଙ୍ଗ+ବେର=ଶରୀର; ଶୃଙ୍ଗପରି ଶରୀର ଯାହାର) — ଆର୍ଦ୍ରକ; ଅଦା — Ginger
  • ସଂ. ବି (ଶୃଙ୍ଗ+ବେର=ଶରୀର; ଶୃଙ୍ଗପରି ଶରୀର ଯାହାର) — ଶୁଣ୍ଠି — Dried ginger
  • ସଂ. ବି (ଶୃଙ୍ଗ+ବେର=ଶରୀର; ଶୃଙ୍ଗପରି ଶରୀର ଯାହାର) — [ଉ—ବାଟରେ ହେଲା ଏମନ୍ତେ—ଶୃଙ୍ଗାବେର ଆତଯାତ, କର ମହାଧନୀରେ ବିବାଦୀ—ଭଞ୍ଜ, ବୈଦେହୀଶବିଳାସ।]
  • ସଂ. ବି (ଶୃଙ୍ଗ+ବେର=ଶରୀର; ଶୃଙ୍ଗପରି ଶରୀର ଯାହାର) — ଶୃଙ୍ଗବେର ପୁର (ଦେଖ) — Ṡṛuṅgabera pura (See)