ଶୃଙ୍ଗଜ Ṡṛuṅgaja

  • ସଂ. ବିଣ (ଶୃଙ୍ଗ+ଜନ୍ ଧାତୁ+କର୍ତ୍ତୃ. ଅ) — ଶୃଙ୍ଗନିର୍ମିତ; ଶୃଙ୍ଗଜାତ — Made of horn:
  • ବି. — ଗୁରୁ — Agallochum Lignum, aloewood
  • ବି. — ବାଣ; ଶର — Arrow; dart