ଶୃଙ୍ଖଳିତ Ṡṛuṅkhaḻita

  • ସଂ. ବିଣ (ଶୃଙ୍ଖଳ+ଯୁକ୍ତାର୍ଥେ. ଇତ) — ଶୃଙ୍ଖଳାବଦ୍ଧ — Chained; fettered; chain- bound
  • ସଂ. ବିଣ (ଶୃଙ୍ଖଳ+ଯୁକ୍ତାର୍ଥେ. ଇତ) — ବନ୍ଧନୀଦ୍ୱାରା ଆବଦ୍ଧ (ବାକ୍ୟ) — Bracketed; paranthetical