ଶୃଙ୍ଖଳତ୍ୱ Ṡṛuṅkhaḻatwa

  • ସଂ. ବି — ନିୟମିତତା — Regularity
  • ସଂ. ବି — ନିୟମବଦ୍ଧତା — Discipline; the state of being regulated
  • ସଂ. ବି — [ଦ୍ର— 'ଶୃଙ୍ଖଳ' 'ବନ୍ଧନ' ଅର୍ଥରେ ମଧ୍ୟ ବିଶେଷ୍ୟ ପଦ, ତହିଁରୁ 'ତ୍ୱ' ବା 'ତା' ପ୍ରତ୍ୟୟ କରି ପୁଣି ବିଶେଷ୍ୟ ପଦ ସୃଷ୍ଟି କରିବା ବ୍ୟାକରଣ ବିରୁଦ୍ଧ; 'ଶିକୁଳି', 'ନିଗଡ଼' ପ୍ରଭୃତି ଅର୍ଥରେ ତ୍ୱ ଓ ତା ପ୍ରତ୍ୟୟ ବନ୍ଧନ ଭାବଦ୍ୟେତକରୂପେ ସୃଷ୍ଟି ହୋଇପାରେ। ପ୍ରକୃତିବାଦ, ଆପ୍ତେ, ଶବ୍ଦ କଳ୍ପଦ୍ରୁମ ପ୍ରଭୃତି ଏ ଶବ୍ଦକୁ ଅନୁମୋଦନ କରି ନାହାନ୍ତି, କେବଳ ମନିଅର୍ ୱିଲିଆମ୍ସଙ୍କ ଅଭିଧାନରେ ଏ ଶବ୍ଦ ଦେଖାଯାଏ; ୱିଲ୍ସନ୍ ସାହେବ ଏପରି ଶବ୍ଦ ଲେଖିଥିବା କଥା ସେ ଲେଖିଅଛନ୍ତି।]