ଶୃଙ୍ଖଳକ Ṡṛuṅkhaḻaka
- ସଂ. ବି (ଶୃଙ୍ଖଳ+କ) — ଛୋଟ ଶିକୁଳି — A small chain
- ସଂ. ବି (ଶୃଙ୍ଖଳ+କ) — କାଷ୍ଠ ନିର୍ମିତ ପାଦ— ବନ୍ଧନୀ ଦ୍ୱାରା ବନ୍ଧ କରିଶାବକ — A young elephant fastened with a wooden clog
- ସଂ. ବି (ଶୃଙ୍ଖଳ+କ) — ଉଷ୍ଟ୍ର — Camel (in general); (Apte)
- ସଂ. ବି (ଶୃଙ୍ଖଳ+କ) — ଗୋଡ଼ରେ ଢିଙ୍କିଆ ଲଗାଯାଇଥିବା ପଶୁ — An animal with clogs on its feet to prevent it from straying, (Apte)