ଶୃଗାଳ ମାଂସ Ṡṛugāḻa māṁsa

  • ସଂ. ବି — ଶୃଗାଳର ମାଂସ; ବିଲୁଆ ମାଉଁସ — The meat of jackal
  • ସଂ. ବି — [ଦ୍ର—ଏହା ମଧୁରରସ, ମଧୁର ବିପାକ, ଲଘୁପାକ, ଶୀତବୀର୍ଯ୍ୟ, ମଳମୂତ୍ର ରୋଧକ ଓ ତ୍ରିଦୋଷର ଶାନ୍ତିକାରକ; ଆମ ଦେଶରେ ବିଲୁଆ ମାଉଁସକୁ ଦହିରେ ବହୁକାଳ ବତୁରାଇ ରଖି ସେହି ଦହିକୁ ଔଷଧରୂପେ (ବିଲୁଆ ଦହି) ଆମବାତ ରୋଗୀକୁ ଖୁଆନ୍ତି।]