ଶୂଳ ଭୃତ୍ Ṡūḻa bhṛut

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ଶୂଳ+ଭୃ ଧାତୁ+କର୍ତ୍ତ. କ୍ୱିପ୍) — ଶୂଳଧାରୀ — Bearing or carrying a spike
  • ବି — (ପୁଂ)—ଶୂଳପାଣି; ମହାଦେବ — Ṡiba
  • ବି — (ସ୍ତ୍ରୀ) ଦୁର୍ଗା — The Goddess Durgā