ଶୂଳ ଧୃକ୍ Ṡūḻadhṛuk

  • ସଂ. ବି. ସ୍ତ୍ରୀ—(ଶୂଳ+ଧୃଷ୍ ଧାତୁ=ସାହସୀ ହେବା+କର୍ତ୍ତୃ. କ୍ୱିପ୍) — ଦୁର୍ଗା — Goddess Durgā
  • ପୁଂ — ଶିବ — The God Ṡiba
  • ସଂ. ବିଣ. ପୁଂ ଓ ସ୍ତ୍ରୀ — ଶୂଳଧାରୀ (ଦେଖ) — Ṡūḻadhārī (See)