ଶୂଳ ଧରିବା Ṡūḻa dharibā

  • ଦେ. କ୍ରି — ଶୂଳ ଖାଉଥିବା ପ୍ରସୂତିକୁ ସାହାଯ୍ୟ କରିବା ପାଇଁ ତାକୁ କୁଣ୍ଢାଇବା ବା ଲୁଗାଦ୍ୱାରା ଭିଡ଼ି ଧରିବା — To help a woman during labour; to help a mother in withstanding the strainings of the pangs of child birth by holding her tightly