ଶୂଳ ଦ୍ୱିଟ୍ Ṡūḻa dwiṭ

  • ସଂ. ବି (ଶୂଳ୍+ଦ୍ୱିଷ୍ ଧାତୁ+କର୍ତ୍ତ. କ୍ୱିପ୍; ଶୂଳଦ୍ୱିଷ୍ 1 ମା, 1 ବ; ଯାହା ଶୂଳରୋଗ ନିବାରଣ କରେ) — ହେଙ୍ଗୁ — Asafoetida