ଶୂଳ ଖାଇବା Ṡūḻa khāibā
- ଦେ. କ୍ରି — (ପ୍ରସୂତି) ପ୍ରସବ କରିବା ପୂର୍ବରୁ ବେଦନା ଅନୁଭବ କରିବା — To undergo labour pain; to be in travail; to travail
- ଦେ. କ୍ରି — [ଦ୍ର—ଏହି ଶୂଳ ଖାଇବା ସମୟରେ ସ୍ତ୍ରୀମାନେ ଖୁବ୍ ଜୋର୍ରେ କୁନ୍ଥାନ୍ତି ଓ କେହି କେହି ଗୋଟିଏ ଖୁଣ୍ଟକୁ ଜାବୁଡ଼ି ଧରି ଶୂଳର ବେଗକୁ ସମ୍ଭାଳନ୍ତି।]
- ଦେ. କ୍ରି — କୁନ୍ଥାଇବା — To strain physically