ଶୂଳ (ଧାତୁ) Ṡūḻ (root)

  • ସଂ. — ରୋଗଗ୍ରସ୍ତ ହେବା — To ail; to be ill
  • ସଂ. — ଶବ୍ଦ କରିବା — To emit a sound
  • ସଂ. — ସଂଘାତ କରିବା — To strike
  • ସଂ. — ଫୋଡ଼ିବା; ଶୂଳି ଦେବା — To pierce; to impale