ଶୂର୍ମ୍ମୀ Ṡūrmmī

  • ସଂ. ବି—(ସୁ=ସୁନ୍ଦର+ଉର୍ମି=ତରଙ୍ଗ ଯହିଁରେ) — ଲୌହ ପ୍ରତିମା — An image of iron
  • ସଂ. ବି—(ସୁ=ସୁନ୍ଦର+ଉର୍ମି=ତରଙ୍ଗ ଯହିଁରେ) — କର୍ଣ୍ଣଭୂଷଣ ବିଶେଷ — A sort of earring