ଶୂରବନ୍ତ Ṡūrabanta

  • ଦେ. ବିଣ—(ସଂ. ଶୌର୍ଯ୍ୟବାନ୍) — ବୀର୍ଯ୍ୟବନ୍ତ; ବଳିଷ୍ଠ
  • ଦେ. ବିଣ—(ସଂ. ଶୌର୍ଯ୍ୟବାନ୍) — [ଉ—ବିନ୍ଧି ସୁର ପ୍ରଭା ଶରସେ ଶୂରବନ୍ତ ଅସୁର ଯହୁଁ ନଚାଇଲା କବନ୍ଧକୁ। ଭଞ୍ଜ, ବୈଦେହୀଶବିଳାସ।]