ଶୂର୍ପ Ṡūrpa

  • ସଂ. ବି—(ଶୂର୍ପ ଧାତୁ+କରଣ. ଅ; କିମ୍ବା ଶୃ ଧାତୁ=ହିଂସା କରିବା. ବର୍ଜ୍ଜନ କରିବା+କର୍ତ୍ତୃ. ପ; ଯାହା ଶସ୍ୟାଦିରୁ ତୁଷ ଆଦି ବର୍ଜ୍ଜନ କରେ) — କୁଲା; ଶସ୍ୟାଦି ପାଛୁଡ଼ିବା ପାଇଁ ବ୍ଯବହୃତ ବଂଶନିର୍ମିତ ଚଟକା ପାତ୍ର — Winnowing fan; a flat tray for winnowing grains
  • ସଂ. ବି—(ଶୂର୍ପ ଧାତୁ+କରଣ. ଅ; କିମ୍ବା ଶୃ ଧାତୁ=ହିଂସା କରିବା. ବର୍ଜ୍ଜନ କରିବା+କର୍ତ୍ତୃ. ପ; ଯାହା ଶସ୍ୟାଦିରୁ ତୁଷ ଆଦି ବର୍ଜ୍ଜନ କରେ) — ଦୋଣଦ୍ୱୟ ପରିମାଣ; ଶସ୍ୟାଦିର ପରିମାଣ ବିଶେଷ (ପ୍ରାୟ ବାଲେଶ୍ୱରୀ 10 ସେର ଓ କଟିକି ଆଠସେର) — ଦୋଣଦ୍ୱୟ ପରିମାଣ; ଶସ୍ୟାଦିର ପରିମାଣ ବିଶେଷ (ପ୍ରାୟ ବାଲେଶ୍ୱରୀ10ସେର ଓ କଟିକି ଆଠସେର)—A unit of measure of corn, about 10 standard seers