ଶୂରପ୍ରତାପ ମହୀନ୍ଦ୍ର ବାହାଦୁର Ṡūrapratāpa mahīṇdra bāhādura

  • ଦେ. ବି — ଢେଙ୍କାନାଳରେ ଭୂତପୂର୍ବ ସ୍ୱର୍ଗୀୟ ରାଜା — The name of the late Feudatory Chief of Dhenkānāl State
  • ଦେ. ବି — [ଦ୍ର—ଏ ଅଳ୍ପ ବୟସରେ ଦେହ ତ୍ୟାଗ କରିଥିଲେ। ଏ ଜଣେ ଧର୍ମନିଷ୍ଠ ଓ ଶାନ୍ତ ସ୍ୱଭାବ ବ୍ଯକ୍ତି ଓ ଦୟାଳୁ ଓ ପ୍ରଜାପ୍ରିୟ ଥିଲେ।