ଶୂନ୍ୟେ ଶୂନ୍ୟେ Ṡūnye ṡūnye

  • ଦେ. କ୍ରି. ବିଣ — ବିନା ନିର୍ଦ୍ଦିଷ୍ଟ ବା ପରିଦୃଶ୍ୟ— ମାନ କାରଣରେ — Without any patent or assignable cause
  • ଦେ. କ୍ରି. ବିଣ — ଭୂମି ସ୍ପର୍ଶ ନ କରି; ଭୂମିରେ କୌଣସି ଅଂଶ ନଲାଗି; ଆକାଶ ମାର୍ଗରେ — Without touching the ground
  • ଦେ. କ୍ରି. ବିଣ — [ଉ( 1 )—ଉଡ଼ିଯାଏ ଶୂନ୍ଯେ ଶୂନ୍ଯେ କେଉଁସ୍ଥାନେ, କି ଲୋଡ଼ିବା ଆଶେ କେହି ତା ନ ଜାଣେ। ଚିଲିକା, ରାଧାନାଥ] — [ଉ(1)—ଉଡ଼ିଯାଏ ଶୂନ୍ଯେ ଶୂନ୍ଯେ କେଉଁସ୍ଥାନେ, କି ଲୋଡ଼ିବା ଆଶେ କେହି ତା ନ ଜାଣେ ଚିଲିକା, ରାଧାନାଥ]
  • ଦେ. କ୍ରି. ବିଣ — [ଉ( 2 )—ଚାରିଜଣ ଲୋକ ତାକୁ ଶୂନ୍ଯେ ଶୂନ୍ଯେ ଟେକି ନେଇଗଲେ] — [ଉ(2)—ଚାରିଜଣ ଲୋକ ତାକୁ ଶୂନ୍ଯେ ଶୂନ୍ଯେ ଟେକି ନେଇଗଲେ]