ଶୂନ୍ୟବାଦ Ṡūnyabāda

  • ସଂ. ବି (ନ୍ଯାୟ) — ଏ ଜଗତ ଶୂନ୍ଯ ଅଟେ ଅର୍ଥାତ୍ ଏଥିରେ କିଛିମାତ୍ରା ସତ୍ତା ନାହିଁ, ଏବଂଭୂତମତ — The theory that the Univers is mere void and that nothing has any substance in this world, i.e. Things "are not what they seem"; Philosophical nihilism
  • ସଂ. ବି (ନ୍ଯାୟ) — [ଦ୍ର—ଏ ବୌଦ୍ଧମାନଙ୍କ ଧର୍ମବାଦ ଅଟେ।]
  • ସଂ. ବି (ନ୍ଯାୟ) — ନାସ୍ତିକତା — Atheism