ଶୂନ୍ୟଚିତି Ṡūnyachiti

  • ଦେ. ବି (ସଂ. ଶୂନ୍ଯ ଓ ଫା. ଚିତ) — ମଲ୍ଲମାନଙ୍କର ବ୍ଯାୟାମ ବିଶେଷ ମାଙ୍କଡ଼ଚିତି; କାହାକୁ ଆଶ୍ରୟ ନ କରି ଲେଉଟି ପଡ଼ି ବନ୍ଧ ଭାଙ୍ଗିବା — Somersault; cutting capers in the air