ଶୂନ୍ୟଚାରୀ Ṡūnyachārī

  • ସଂ. ବିଣ. ପୁଂ (ଶୂନ୍ଯଚାରିନ୍ ଶବ୍ଦ; ଶୂନ୍ଯ+ଚର୍ ଧାତୁ+ ଇନ୍) — ଶୂନ୍ଯବିହାରୀ; ଯେ ଆକାଶରେ ବିଚରଣ କରେ; ଆକାଶବିହାରୀ — Moving in the sky
  • ବି — ପକ୍ଷୀ — Bird
  • ବି — ଦେବତା ଗଣ — Deities
  • ବି — ରାକ୍ଷସ — Demon