ଶୂନ୍ୟ ହୃଦୟ Ṡūnya hṛudaya
- ସଂ ବି (କର୍ମଧା) — ଅମନୋଯୋଗ — Absent mindedness
- ସଂ ବି (କର୍ମଧା) — ବିଷର୍ଣ୍ଣ ମନ — Dejected mind
- ସଂ. ବିଣ. ପୁଂ (ବହୁବ୍ରୀହି) — ଅମନୋଯୋଗୀ — Absent-minded (Apte)
- ସଂ. ବିଣ. ପୁଂ (ବହୁବ୍ରୀହି) — ଅତି ଦୁଃଖାତୁର — Very sorry
- ସଂ. ବିଣ. ପୁଂ (ବହୁବ୍ରୀହି) — ଅସନ୍ଦିଗ୍ଧ — Unsuspecting (Apte)
- ସଂ. ବିଣ. ପୁଂ (ବହୁବ୍ରୀହି) — ନିଷ୍କପଟ — Open-hearded (Apte)