ଶୂନ୍ୟ ମୁଖ Ṡūnya mukha

  • ସଂ. ବି (କର୍ମଧା) — ବିଷର୍ଣ୍ଣ ବଦନା — Downcast face
  • ସଂ. ବିଣ. ପୁଂ (ବହୁବ୍ରୀହି) — ବିଷର୍ଣ୍ଣ ବଦନ ବିଶିଷ୍ଟ — Having a downcast or dejected face