ଶୂନ୍ୟ ଚକର Ṡūnya chakara
- ଦେ. ବି (ସଂ. ଶୂନ୍ଯ+ଚକ୍ର) — ଏକପ୍ରକାର ବାଣ — A kind of fireworks
- ଦେ. ବି (ସଂ. ଶୂନ୍ଯ+ଚକ୍ର) — [ଦ୍ର—ଏହା ଚକ୍ରାକାର ଏବଂ ଭୂମିରେ ପୋତା ହୋଇଥିବା ବାଉଁଶ ଅଗରେ ଏହା ବନ୍ଧା ଯାଇ ଥାଏ; ନିଆଁ ଲଗା ହେଲେ ଏଥିରୁ ଅଗ୍ନି କଣାମାନ ଚାରିଆଡ଼େ ବିଞ୍ଚି ହୋଇଯାଏ ଓ ଏ ଚକ୍ର ଘୁରୁଥାଏ।]
- ଦେ. ବି (ସଂ. ଶୂନ୍ଯ+ଚକ୍ର) — (ଉ—ଆଗ୍ନେୟକଣିକା ବିଞ୍ଚି ଚଉଦିଗେ ଘୁରିଲା ଶୂନ୍ଯ ଚକର—ବଡ଼କୁମାର ବଳଭଦ୍ର, ଚଞ୍ଚରିକା।)