ଶୂନ୍ୟ ଗର୍ଭ Ṡūnya garbha

  • ସଂ. ବିଣ (ବହୁବ୍ରୀହି=ଶୂନ୍ଯ ଅଟେ ଗର୍ଭ ଯାହାର) — ଯାହାର ଭିତରେ ଫମ୍ପା — Having the inside empty
  • ସଂ. ବିଣ (ବହୁବ୍ରୀହି=ଶୂନ୍ଯ ଅଟେ ଗର୍ଭ ଯାହାର) — ତୁଚ୍ଛା; ଫମ୍ପା — Hollow; empty
  • ଦେ. ବି — ମୂଢ଼ ଗର୍ଭ — A false conception