ଶୂଦ୍ରକର୍ମ Ṡūdra karma

  • ସଂ. ବି ( 6 ଷ୍ଠୀ ତତ୍) — ଶାସ୍ତ୍ରନିର୍ଦ୍ଦିଷ୍ଟ ଶୂଦ୍ରର କର୍ତ୍ତବ୍ୟ କାର୍ଯ୍ୟ (ଯଥା—ବ୍ରାହ୍ମଣାଦି ଦ୍ୱିଜାତିଙ୍କ ସେବା) — The duties enjoined on Ṡūdra (namely, serving the 3 higher classes)