ଶୁଷ୍କଳ Ṡushkaḻa

  • ସଂ. ବି (ଶୁଷ୍କ+ଳ) — ମାଂସ, ଆମିଷ — Meat; flesh
  • ସଂ. ବି (ଶୁଷ୍କ+ଳ) — ଶୁଖିଲା ମାଂସ — Dried meat
  • ବିଣ. ପୁଂ — ଆମୀଷ ଭୋଜୀ — Meat-eating; carnivorous