ଶୁଶ୍ରୂଷୁ Ṡuṡrūshū
- ସଂ. ବିଣ.—[ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍=ଶୁଶ୍ରୂଷ୍ ଧାତୁ+ କର୍ତ୍ତୃ. ଉ] ଶୁଣିବାକୁ ଇଚ୍ଛୁକ — Desirous to hear
- ସଂ. ବିଣ.—[ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍=ଶୁଶ୍ରୂଷ୍ ଧାତୁ+ କର୍ତ୍ତୃ. ଉ] ଶୁଶ୍ରୂଷା ବା ସେବା କରିବାକୁ ଇଚ୍ଛୁକ — Desirous to serve or nurse
- ସଂ. ବିଣ.—[ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍=ଶୁଶ୍ରୂଷ୍ ଧାତୁ+ କର୍ତ୍ତୃ. ଉ] ଆଜ୍ଞା ପାଳକ — Obedient; attentive (Apte)