ଶୁଶ୍ରୂଷିତ Ṡuṡrūshita

  • ସଂ. ବିଣ. ପୁଂ—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍+କର୍ମ ତ) — ପରିଚର୍ଯ୍ଯା ପ୍ରାପ୍ତ; ସେବିତ — Served; tended; looking after; nursed; cared for