ଶୁଶ୍ରୂଷିତବ୍ୟ Ṡuṡrūshitabya

  • ସଂ. ବିଣ. ପୁଂ — (ଶ୍ରୁ ଧାତୁ ଇଚ୍ଛାର୍ଥେ ସନ୍+କର୍ମ ତବ୍ୟ) ଶୁଶ୍ରୂଷା ଯୋଗ୍ୟ — Fit to be served or taken care of