ଶୁଶ୍ରୂଷା Ṡuṡrūshā
- ସଂ. ବି—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ ବା ଦ୍ୱିତ୍ୱ+ଭାବ ଅ+ଅ.) ଶ୍ରବଣେଚ୍ଛା — Desire to hear
- ସଂ. ବି—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ ବା ଦ୍ୱିତ୍ୱ+ଭାବ ଅ+ଅ.) ପରିଚର୍ଯ୍ଯା; ସେବା — Service; attendance; nursing
- ସଂ. ବି—(ଶ୍ରୁ ଧାତୁ ଇଚ୍ଛାର୍ଥେ ସନ ବା ଦ୍ୱିତ୍ୱ+ଭାବ ଅ+ଅ.) କଥନ — Speaking